କୋଭିଡ୍‌ ରୋଗୀଙ୍କୁ ଦିଆଯିବ ‘ଆୟୁଷ-୬୪’ : ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଲା ଆୟୁଷ ନିର୍ଦ୍ଦେଶାଳୟ

ଭୁବନେଶ୍ବର: ସ୍ବଳ୍ପ ଓ ମଧ୍ୟମ ଲକ୍ଷଣ ଥିବା କୋଭିଡ୍‌ ରୋଗୀଙ୍କୁ ଦିଆଯିବ ଆୟୁଷ-୬୪ ବଟିକା। ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମ୍ଆର)ର ଜାତୀୟ କୋଭିଡ ଟାସ୍କଫୋର୍ସ ଏହାର ନିରୀକ୍ଷଣ କରିଥିବା ବେଳେ ଜାତୀୟ କ୍ଲିନିକାଲ ମ୍ୟାନେଜମେଣ୍ଟ ପ୍ରୋଟୋକଲରେ ଏହାକୁ ସାମିଲ କରାଯାଇଛି। ଏ ଦୃଷ୍ଟିରୁ ରାଜ୍ୟ ଆୟୁଷ ନିର୍ଦ୍ଦେଶାଳୟ ଏହି ଔଷଧ କୋଭିଡ୍‌ ରୋଗୀଙ୍କୁ ପ୍ରଦାନ କରିବା ଲାଗି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ଯଦି ରାଜ୍ୟ ସରକାର ଏହାକୁ … Continue reading କୋଭିଡ୍‌ ରୋଗୀଙ୍କୁ ଦିଆଯିବ ‘ଆୟୁଷ-୬୪’ : ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଲା ଆୟୁଷ ନିର୍ଦ୍ଦେଶାଳୟ